ସୁଜିତ କୁମାର ସତପଥି

ଚିତ୍ର
ଓଡିଆ
ନୂଆ ପ୍ରଜନ୍ମର ଓଡିଆ କବିତାରେ ବ୍ୟାପ୍ତି ଓ ଗଭୀରତାର ଅନୁଭବ ରହିଛି। ସେହି କ୍ରମରେ ସୁଜିତ ସତପଥିଙ୍କ କବିତା ଏକ ବିକଳ୍ପ ବାସ୍ତବତାର ଚିତ୍ରାୟନ କରିଥାଏ ।