ଶୀଳଭଦ୍ର ଶାସ୍ତ୍ରୀ

ଏକ ବଉଳ ଗଛର କାହାଣୀ
ଓଡିଆ
ଗଛ ଗୋଟେ କାହାଣୀ ନୁହେଁ, ମଣିଷକୁ ବଞ୍ଚାଇ ରଖିବାର ଏକମାତ୍ର ସଂକଳ୍ପ । ଗୋଟେ ବଉଳ ଗଛକୁ ନେଇ ଏ ବ୍ୟକ୍ତିଗତ କାହାଣୀ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ