ସମୁଦ୍ର, ଲହଡ଼ି ଓ ବାଲିଘର: ମଣିଷ ଜୀବନର ପ୍ରତିଫଳନ

ସମୁଦ୍ର ଏକ ଅସରନ୍ତି ସମ୍ଭାବନାର ଗନ୍ତାଘର । କାହାପାଇଁ ସେ ଅସୀମ ଅନନ୍ତ ଦିଗ୍‌ବଳୟ ପୁଣିି କାହା ପାଇଁ ସୌନ୍ଦର୍ଯ୍ୟର ଆକର୍ଷଣ । ସମୁଦ୍ରକୁ ନେଇ ସମସ୍ତଙ୍କ ଭାବନା ବେଶ୍ ଭିନ୍ନ । ମଣିଷ ଓ ସମୁଦ୍ରର ସମ୍ପର୍କ ବେଶ୍ ନିବିଡ଼ । ସମୁଦ୍ର ସଦାସର୍ବଦା ସମସ୍ତଙ୍କ ପାଇଁ ବେଶ୍ ରହସ୍ୟମୟ ହୋଇ ରହିଛି ଆଗକୁ ରହିବ ମଧ୍ୟ ।

ସମୁଦ୍ର କୂଳରେ ଗଢା କଳ୍ପନାର କଳାକୃତି: ବାଲିଘର ସମୁଦ୍ର କୂଳରେ ଗଢା କଳ୍ପନାର କଳାକୃତି: ବାଲିଘର

ନୀରବ ବେଳାଭୂମି ଓ ସମୁଦ୍ରର ଅପରୂପ ଦୃଶ୍ୟରାଜି ନୀରବ ବେଳାଭୂମି ଓ ସମୁଦ୍ରର ଅପରୂପ ଦୃଶ୍ୟରାଜି

ବେଳାଭୂମିର ଥିବା ବିସ୍ତୀର୍ଣ୍ଣ ଝାଉଁବଣ ମଧ୍ୟରେ ସମୁଦ୍ରର ଲୁଚକାଳି ଖେଳ ବେଳାଭୂମିର ଥିବା ବିସ୍ତୀର୍ଣ୍ଣ ଝାଉଁବଣ ମଧ୍ୟରେ ସମୁଦ୍ରର ଲୁଚକାଳି ଖେଳ

ବେଳାଭୂମିରୁ ଶାମୁକା ସାଉଁଟିବାର ବେଳ ବେଳାଭୂମିରୁ ଶାମୁକା ସାଉଁଟିବାର ବେଳ