ଏବେ ସବୁଠି ହରେକ ରଙ୍ଗ ଓ ହରେକ ରକମର ମୁଖା । ମୁଖାର ଏ କାହାଣୀରେ କେଉଁଠି ଗୋଟେ ଲେଖା ହେଉଛି ଆମ ସମୟର ସବୁଠୁ ଯନ୍ତ୍ରଣାଦାୟକ ଇତିହାସ ।

ମୁଖା ପିନ୍ଧା ଏ ସମୟର ଅସହାୟ ରାସ୍ତାମୁଖା ପିନ୍ଧା ଏ ସମୟର ଅସହାୟ ରାସ୍ତା ।

ସବୁଠି ମୁଖା, ସବୁଠି ବ୍ୟସ୍ତତା ସବୁଠି ମୁଖା, ସବୁଠି ବ୍ୟସ୍ତତା ।

ମୁଖାର ସହର, ମୁଖାର ବଜାର ମୁଖାର ସହର, ମୁଖାର ବଜାର ।

କେତେ ରଙ୍ଗ ଓ କେତେ କିସମର ଏ ମୁଖା କେତେ ରଙ୍ଗ ଓ କେତେ କିସମର ଏ ମୁଖା ।

ମୁଖାକୁ ନେଇ ସମୟକୁ ସାମ୍ନା କରିବାର ସାହସ ମୁଖାକୁ ନେଇ ସମୟକୁ ସାମ୍ନା କରିବାର ସାହସ ।

ମୁଖାତଳେ ଯେ ଯାହାର ବ୍ୟସ୍ତତା ମୁଖାତଳେ ଯେ ଯାହାର ବ୍ୟସ୍ତତା ।