ଓଡିଶା, ଓଡ଼ିଶାର ସ୍ଥାନଗୁଡିକ ଏବଂ ଲୋକମାନଙ୍କ ବିଷୟରେ
ବଡି ଏକ ସୁଆଦିଆ ଓଡ଼ିଆ ଖାଇବା । ଆମ ଓଡ଼ିଆ ପରମ୍ପରାରେ ବଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବାହାଘର ହେଉ କି ବ୍ରତଘର ସବୁ ଶୁଭ କାର୍ଯ୍ୟରେ ଶୁଭ ଅନୁକୂଳ ପାଇଁ ବଡି ପକାଇବାର ପ୍ରଥା ରହିଛି । ବିରିରେ ପ୍ରସ୍ତୁତ ଏହି ଖାଦ୍ୟଟି ଓଡିଆଙ୍କ ପ୍ରିୟ ।
ଅଦିନିଆ ବର୍ଷା
ଅଦିନିଆ ବର୍ଷା ଲୋକମାନଙ୍କ ପାଇଁ ବୈଶାଖର ରୌଦ୍ର ତାପରୁ ଟିକେ ଆଶ୍ଵସ୍ତି ଆଣିଦେଇଛି ...

ଘର ହେଉ କି ରାଜନୀତି ସବୁଠି ରହିଛି ଖଡ଼ିକା ଝାଡୁ
ବଜାରରେ ବହୁ ପ୍ରକାରର ଫୁଲ ଝାଡୁ, ପ୍ଲାଷ୍ଟିକ ଝାଡୁ ମିଳୁଛି । କିନ୍ତୁ ...

ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା
ଆଜିକାଲି ସମୟରେ ଭିନ୍ନ ଭିନ୍ନ ଚା’ର ଲୋକପ୍ରିୟତା ବଢିଛି । କିନ୍ତୁ ଚା’ ...

Load More