ଦେବଯାନୀ ତ୍ରିପାଠୀ

ଆମେରିକାରେ ରହୁଥିବା ଓଡିଆ କବି
ସବୁଜ ଅରଣ୍ୟର ମାୟା
ଓଡିଆ Feb 28, 2023
ସେ ମାୟା ନା ସତ୍ୟ ? ସେ କିଏ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହଁ, ତା ମାୟାରେ ପଡିବା ଇ ଶେଷକଥା । ମାୟାରେ ପଡିବା ଇ କବିତା
ଅଧା ସତ ଅଧା ଗପ
ଓଡିଆ Feb 22, 2023
କେହି ଜଣେ ଖୁବ୍ ଜୋରରେ ପାହାଡ ଉପରେ ଘୋଡା ଛୁଟେଇ ଯାଉଛି କୁଆଡେ ସେ ନିଜେ ବୋଧେ ଜାଣେନି !!
ମୁଁ ବହମାନ ସେଇ ନଈ
ଓଡିଆ Jan 18, 2023
କବିତା ଭିତରେ ନଈ ପରି ଛଳ ଛଳ ବୋହିଯାଉଥିବା ଅନୁରାଗ । ଦର୍ପଣ ପରି ସ୍ବଚ୍ଛ ଓ ସରଳ ଅନୁରାଗର ଭାଷା ।
ପାଣି ପରି ଏ ନିଆଁ
ଓଡିଆ Nov 7, 2022
ପାଣି ପରି ଏ ନିଆଁର ରଙ୍ଗ ଓ ସ୍ୱରୂପ । ଜଳେଇଦେବାର ସାମର୍ଥ୍ୟ ସହିତ ନୂଆ କରି ଗଢିଦେବାର ଦୁଃସାହସ ବି ଅଛି ଏ ନିଆଁ ରେ
ଏମିତି ଯଦି କେବେ ହୁଏ
ଓଡିଆ Oct 18, 2022
ଯୁଦ୍ଧର ପୃଷ୍ଠଭୂମିରେ ପ୍ରେମକୁ ନୂଆକରି ଆବିଷ୍କାର କରିବାର ଏକ ପ୍ରୟାସ ଏ କବିତା । ହିଂସା ବିରୋଧରେ ପ୍ରେମକୁ କବିତା ଇ ଠିଆ କରାଇପାରେ ।
ଏକ ତ୍ରୁଟି ରିପୋର୍ଟ କରନ୍ତୁ