ଭାରତ ମାଝୀ

ସମକାଳର ପ୍ରଖ୍ୟାତ କବି, ସମ୍ପାଦକ ଓ ଆଲୋଚକ
ଦୁଇଟି ମୃତ୍ୟୁଗୀତି
ଓଡିଆ Feb 18, 2023
ମଣିଷ ପାଇଁ ଶୋକ ପ୍ରସ୍ତାବ ଆଣିଥିବା ଏ କବିତାରେ ଗୋଟେ ବିରଳ ଚିତ୍କାର ଅଛି । ଏ ଚିତ୍କାର ଆମ ସମୟ ଆଗରେ ଗୋଟେ ଦର୍ପିତ ଅଟ୍ଟହାସ
ଉତ୍ତର - ଆଧୁନିକ
ଓଡିଆ Jan 7, 2023
ଗୋଟେ ଗୋଟେ ସମୟରେ କଟାକ୍ଷ ବିସ୍ଫୋରଣ ଭଳି ଲାଗେ । ଏ କବିତାରେ କେବଳ ଶ୍ଲେଷ ବା କଟାକ୍ଷ ନାଇଁ, ଅଛି ବି ଗୋଟେ ଲେଲିହାନ କ୍ରୋଧ
ମୁକାମ
ଓଡିଆ Dec 9, 2022
ପ୍ରଶ୍ନ ପଚାରିବା ଲୋକକୁ ପ୍ରଶ୍ନ କରୁଛି ଉତ୍ତରଦାୟିତ୍ଵ ପାଇଁ ଅଧିକୃତ ଲୋକ । ଆମ ସମୟର ସମାଜ ଓ ଶାସନ ଆଗରେ ଅନେକ ନିର୍ଘାତ ପ୍ରଶ୍ନବାଚୀର ଏ
ଗୀତ
ଓଡିଆ Sep 14, 2022
ଆଗକୁ ଯେତେ ଗୀତ ଗାଇଚି, ମୋ ପ୍ରତି ଅନ୍ୟାୟ ହେଇଚି - ଗୀତ ଭିତରେ ସମୟ ଓ ସମାଜର ସଙ୍କଟକୁ କବି ଇ ଏମିତି ଚିହ୍ନଟ କରିପାରେ
ସେଇ ସେମିତି
ଓଡିଆ Jul 16, 2022
କବିତା ଗୋଟେ ଯାଯାବର ସତ୍ତା, ଗୋଟେ ସହଜିଆ - ଅଚିନ୍ତା ମଣ୍ଡପ । କବିତାରେ ସହଜ ହୋଇ ସବୁବେଳେ ଚିମୁଟି ଦେବାର ଗୋଟେ ଅଦ୍ଭୁତ କୌଶଳ ।
ଏକ ତ୍ରୁଟି ରିପୋର୍ଟ କରନ୍ତୁ